Connect with us

ଓଡିଶା

ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା

ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା

ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା
ଭୁବନେଶ୍ୱର,୩୦ା୮ : ଆସନ୍ତା୨୦୨୦-୨୧ ବର୍ଷରେ ମାଟ୍ରିକ୍ ପରୀକ୍ଷାର ଢାଂଚା ବଦଳିବ । ପରୀକ୍ଷା ପ୍ରକ୍ରିୟାର ଓଏମଆର ସିଟ୍ ଓ ମଲଟିପଲ୍ ଚଏସ୍ ସଂକ୍ଷିପ୍ତ ପ୍ରଶ୍ନଉତର ଉଠିଯିବ । ଏଣିକି ୫୦ ମାର୍କ ଅବଜେକ୍ଟିଭ୍ ଓ ୫୦ ମାର୍କ ସବଜେକ୍ଟିଭ୍ ପ୍ରଶ୍ନ ରହିବ । ସେଥିମଧ୍ୟରୁ ଉଭୟରେ ୧୫ମାର୍କ ରଖିଲେ ପାସ୍ ହେବେ ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷା ଜାହାନ ଆର ବେଗମ୍ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ ନବମ ଶ୍ରେଣୀ ପରୀକ୍ଷା ୨୦୨୦-୨୧ ଢାଂଚାରେ ପରୀକ୍ଷା କରାଯିବ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୩ ଟି ସେଟ୍ ବଦଳରେ ୪ ଟି ସେଟ୍ ପ୍ରଶ୍ନ ପତ୍ର କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା