Connect with us

ମନୋରଞ୍ଜନ

‘ଫୁକୁରେ ଥ୍ରୀ’ 2019 ରେ ସିନେମା ଘରକୁ ଆସିପାରେ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ :-ଚର୍ଚିତ ବଲିବୁଡ଼ ଫିଲ୍ମ ‘ଫୁକରେ’ ର ‘ଭୋଲି ପଂଜାବନ’ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଋଚା ଚଢ଼ା ନିଜ ଅଫିସିଆଲ ଇନ୍ସଟାଗ୍ରାମ ରେ ‘ଫୁକୁରେ’ ର ପୋଷ୍ଟର ସେୟାର କରି ‘ଫୁକୁରେ ଥ୍ରୀ’ ଶୀଘ୍ର ତିଆରି ହେବବୋଲି ଆଶା ଜାତାଇଛନ୍ତି । 2013ରେ ଯେତେବେଳେ ‘ଫୁକୁରେ’ ଚଳଚିତ୍ର ରିଲିଜ ହୋଇଥିଲା ସେତେବେଳେ ଏହା ଅବିଶ୍ୱାସନୀୟ ସଫଳତା ପାଇଥିଲା । ଏହା ଏକ ଆଧୁନିକ ହାସ୍ୟ ଉଦ୍ଦୀପକ ଚଳଚିତ୍ର ଥିଲା । ସେଇଭଳି 2017 ରେ ଏହାର ଦ୍ଵିତୀୟ ସଂସ୍କରଣ ‘ଫୁକୁରେ ରିଟର୍ନ’ ରିଲିଜ ହେଲା । ତାହାମଧ୍ୟ ବକ୍ସ ଅଫିସ ରେ ହିଟ ସାବସ୍ତ୍ୟ ହୋଇଥିଲା । ଏବେ ଚର୍ଚା ହଉଛିକି ‘ଫୁକୁରେ ଥ୍ରୀ’ 2019 ରେ ସିନେମା ଘରକୁ ଆସିପାରେ ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ