Connect with us

ଓଡିଶା

ପେନ୍ସନରମାନଙ୍କୁ ଚିକିତ୍ସା ଭତା ଦେବାକୁ ସି.ପି.ଆଇ.(ଏମ୍)ର ଦାବୀ

ସାଙ୍କେତିକ

ପେନ୍ସନରମାନଙ୍କୁ ଚିକିତ୍ସା ଭତା ଦେବାକୁ ସି.ପି.ଆଇ.(ଏମ୍)ର ଦାବୀ
ଭୁବନେଶ୍ୱର,୧୧ ଏପ୍ରିଲ – ରାଜ୍ୟର ସାଢେ ତିନି ଲକ୍ଷ ପେନ୍ସନ୍ଭୋଗୀଙ୍କୁ କେନ୍ଦ୍ର ଅନୁରୂପ ଚିକିତ୍ସା ଭତା ସୁବିଧା ପ୍ରଦାନ କରିବାକୁ ଏବଂ ଅବଲୁପ୍ତି କରି ଦିଆଯାଇଥିବା ସାଧାରଣ ଅଭିଯୋଗ ଓ ପେନ୍ସନ୍ ପ୍ରଶାସନ ବିଭାଗ ପୁନଃ ସ୍ଥାପନ କରିବା ପାଇଁ ସି.ପି.ଆଇ.(ଏମ୍) ପକ୍ଷରୁ ପ୍ରକାଶିତ ନିର୍ବାଚନ ଇସ୍ତାହାରରେ ଦାବୀ କରାଯାଇଛି ବୋଲି ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା