Connect with us

ଦେଶ

ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ କୋହଳ କର :- ଜେଡିୟୁ l

ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ କୋହଳ କର :- ଜେଡିୟୁ l

ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ କୋହଳ କର :- ଜେଡିୟୁ l
ଜେଡିୟୁ ପେଟ୍ରୋଲ ଡିଜେଲର ଦର ବୃଦ୍ଧିକୁ ରୋକିବା ପାଇଁ ମୋଦିଙ୍କ ନିକଟରେ ଦାବିକରିଛି l
ପେଟ୍ରୋଲ ଡିଜେଲ ର ଦର ବୃଦ୍ଧିକୁ ରୋକିବା ପାଇଁ ଜନତା ଦଳ ୟୁନାଇଟେଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବିକରିଛି l ପେଟ୍ରୋଲ ମଙ୍ଗଳବାର ଦିନ ମୁମ୍ବାଇ ବଜାରରେ ଦରଥିଲା 86.56 ପଇସା l ଜନତା ଦଳ ୟୁନାଇଟେଡ଼ (ଜେଡିୟୁ) ର ପ୍ରଧାନ ସାଧାରଣ ସମ୍ପାଦକ କେ ସି ତ୍ୟାଗୀ ପେଟ୍ରୋଲିଓମ ଦ୍ରବ୍ୟ ଉପରୁ ଟିକସ କୋହଳ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି l 1 ଜାନୁଆରୀରେ ପେଟ୍ରୋଲ ଲିଟର 69.57 ପଇସା ଥିଲା l ଅର୍ଥାତ ଆଠ ମାସରେ 13.34% ଦରରେ ବୃଦ୍ଧି ଘଟିଛି l

Click to comment

Leave a Reply

Your email address will not be published. Required fields are marked *

More in ଦେଶ