Connect with us

ଓଡିଶା

ପାଣ୍ଡିରିପଡା ପଚାଂୟତ ବାସୀଙ୍କ ଭୋଟ୍ ବର୍ଜ୍ଜନ ନିଷ୍ପତି

ସାଙ୍କେତିକ

ପାଣ୍ଡିରିପଡା ପଚାଂୟତ ବାସୀଙ୍କ ଭୋଟ୍ ବର୍ଜ୍ଜନ ନିଷ୍ପତି
ଗଞ୍ଜାମ, ୧୮ ମାର୍ଚ୍ଚ – ପୋଲସରା ନିକଟସ୍ଥ ପାଣ୍ଡିରିପଡା ପଚାଂୟତରେ କୌଣସି ମୌଳିକ ସୁବିଧା ନଥିବାରୁ ଚଳିତ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜ୍ଜନ କରିବାକୁ ବିଧିବଦ୍ଧ ଭାବେ ନିଷ୍ପତି ଗ୍ରହଣ କରିଛନ୍ତି ପଂଚାୟତବାସୀ ।
ବିଶେଷ କରି ପଂଚାୟତରେ ବିଦ୍ୟାଳୟ, ରାସ୍ତାଘାଟର ସୁବିଧା ନଥିବା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ଏହି ପଂଚାୟତର ୭ ଖଣ୍ଡ ଗ୍ରାମର ୭୦୦ ରୁ ଉଦ୍ଧ୍ୱର୍ ସାଧାରଣ ଜନତା ଚଳିତ ନିର୍ବାଚନରେ ଭୋଟ୍ ବର୍ଜ୍ଜନ କରିବାକୁ ବିଧିବଦ୍ଧ ଭାବେ ନିଷ୍ପତି ଗ୍ରହଣ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା