Connect with us

ଓଡିଶା

ପାଟକୁରାରେ କେବଳ ବିଜେଡ଼ିର ସାନି ପ୍ରାର୍ଥୀ ଭରିବେ ନାମାଙ୍କନ ପତ୍ର

ସାଙ୍କେତିକ

ପାଟକୁରାରେ କେବଳ ବିଜେଡ଼ିର ସାନି ପ୍ରାର୍ଥୀ ଭରିବେ ନାମାଙ୍କନ ପତ୍ର
ଭୁବନେଶ୍ୱର,୨୨ ଅପ୍ରେଲ – କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିର ପ୍ରାର୍ଥି ଥିବା ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପାଇଁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଜନ ପ୍ରତିନିଧି ଆଇନର ବ୍ୟବସ୍ଥା ଅନୁଯାୟୀ କେବଳ ବିଜେଡ଼ି ସାନି ପ୍ରାର୍ଥୀ ଦେଇ ନାମାଙ୍କନ ପତ୍ର ଦାଖଲ କରିବ । ଅନ୍ୟ ରାଜନୈତିକ ଦଳର ପ୍ରାର୍ଥୀ ମାନଙ୍କୁ ନାମାଙ୍କନ ପତ୍ର ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ନିର୍ବାଚନ ତାରିଖ ସମ୍ପର୍କରେ ନିର୍ବାଚନ କମିଶନ ଘୋଷଣା କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା