Connect with us

ଦେଶ

ପରାକ୍ରମ ପର୍ବ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ସାଙ୍କେତିକ ଚିତ୍ର

ପରାକ୍ରମ ପର୍ବ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯ : ମିଳିତ କମାଣ୍ଡର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଯୋଧପୁରରେ ପହଂଚିଛନ୍ତି । ଯୋଧପୁର ବାୟୁ ସେନା ଘାଟିରେ ପହଂଚିବା ପରେ ସେ ତିନି ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ଗ୍ରହଣ କରିଥିଲେ । ସେ କୋଣାର୍କ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ପରିଦର୍ଶକ ପୁସ୍ତିକାରେ ପ୍ରଧାନମନ୍ତ୍ରୀ ଲେଖିଥିଲେ ଯେ ଆମ ମାତୃଭୂମିର ସୁରକ୍ଷା ଲାଗି ଉତ୍ସର୍ଗୀକୃତ ତଥା ସଂକଳ୍ପବଦ୍ଧ ସେନା ବାହିନୀ ପାଇଁ ଦେଶ ଗର୍ବିତ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ