Connect with us

ଓଡିଶା

ନିର୍ବାଚନ ପାଇଁ ନିରଞ୍ଜନ ସେଠୀ ମିଡିଆ ସେଲ ନୋଡାଲ ଅଧିକାରୀ ନିଯୁକ୍ତ

ସାଙ୍କେତିକ

ନିର୍ବାଚନ ପାଇଁ ନିରଞ୍ଜନ ସେଠୀ ମିଡିଆ ସେଲ ନୋଡାଲ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର, ୨୯ ମାର୍ଚ୍ଚ – ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂର୍ପକ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରେ ଖୋଲିଥିବା ରାଜ୍ୟସ୍ତରୀୟ ମିଡିଆ ସେଲ୍ର ନୋଡାଲ ଅଧିକାରୀ ଭାବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତି ଦେଇଛନ୍ତି । ଶ୍ରୀ ସେଠୀ ନୋଡାଲ ଅଧିକାରୀ ଭାବେ ଆଦର୍ଶ ଆଚରଣ ବିଧି ଉଲଂଘନ, ସୋସିଆଲ୍ ମିଡିଆ ଯଥା ଫେସ୍ବୁକ୍, ୟୁ-ଟ୍ୟୁବ୍, ଟ୍ୟୁଟର ଉପରେ ନଜର ରଖି କାର୍ଯ୍ୟ କରିବେ । ନୋଡାଲ ଅଧିକାରୀଙ୍କ ସହ ୯୯୩୭୩୪୦୨୧୫/୮୨୪୯୭୩୬୦୫୭ରେ ଯୋଗାଯୋଗ କରାଯାଇପାରିବ ।

 

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା