Connect with us

ଓଡିଶା

ଧାନ ବିକ୍ରୀ କରିବାକୁ ଚାହୁଁଥିବା ଚାଷୀଙ୍କୁ ମାଡ ଉପରେ କଡା ପ୍ରତିକ୍ରିୟା ଦେଲେ ନିରଂଜନ

ସାଙ୍କେତିକ

ଧାନ ବିକ୍ରୀ କରିବାକୁ ଚାହୁଁଥିବା ଚାଷୀଙ୍କୁ ମାଡ ଉପରେ କଡା ପ୍ରତିକ୍ରିୟା ଦେଲେ ନିରଂଜନ
ଭୁବନେଶ୍ୱର, ୧୦ ଜାନୁଆରୀ – ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲା ଗଞ୍ଜାମରେ ଜଣେ ଚାଷୀଙ୍କୁ ଧାନମଣ୍ଡିରେ ମାଡ ମରା ଯିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଏହି ଘଟଣା ଉପରେ ଗଲା ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଟ୍ୱିଟ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରେ ଚାଷୀ ଏବେ କେବଳ ଏଥିପାଇଁ ମାଡ ଖାଇଲେ ଯେ, ସେମାନେ ତାଙ୍କର କୃଷି ଉତ୍ପାଦ କୁ ବିକ୍ରୀ କରିବାକୁ ଚାହୁଁଥିଲେ । ବିଜେଡି ଚାଷୀ ମାନଙ୍କୁ ଦୁଇଟି ବିକଳ୍ପ ଦେଉଛି । ଗୋଟିଏ ହେଲା ଯଦି ଋଣଭାରରେ ଅଛ ତେବେ ଆତ୍ମହତ୍ୟା କର ବା ଉତ୍ପାଦର ମୂଲ୍ୟ ସଠିକ ମାଗିବ ତାହାହେଲେ ପିଟା ଖାଇବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା