Connect with us

ଓଡିଶା

ଧର୍ମେନ୍ଦ୍ର ପାଲଲହଡାରୁ ଲଢିଲେ ସ୍ୱାଗତ କରିବି :- ମହେଶ ସାହୁ

ଧର୍ମେନ୍ଦ୍ର ପାଲଲହଡାରୁ ଲଢିଲେ ସ୍ୱାଗତ କରିବି :- ମହେଶ ସାହୁ

ଧର୍ମେନ୍ଦ୍ର ପାଲଲହଡାରୁ ଲଢିଲେ ସ୍ୱାଗତ କରିବି :- ମହେଶ ସାହୁ
ଭୁବନେଶ୍ୱର:-, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡା ବିଧାନସଭା ଆସନରୁ ଲଢିଲେ ମୁଁ ସ୍ୱାଗତ କରିବି । ଏଥିରୁ ବେଶୀ କିଛି ଫରକ ପଡିବ ନାହିଁ ବୋଲି ପାଲଲହଡାର ବିଜେଡି ବିଧାୟକ ମହେଶ ସାହୁ ପ୍ରକାଶ କରିଛନ୍ତିି । ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଏହି ନିର୍ବାଚନ ଲଢିବା ନେଇ ମୁଁ ଭୟଭୀତ ନୁହେଁ । ବିଜେଡିର ସଂଗଠନ ରହିଛି । ଲୋକମାନେ ବିଜେଡି ସହିତ ରହିଛନ୍ତି ବୋଲି ସେ କହିଛନ୍ତି । ତାଙ୍କ ସଂଗଠନ ତଳ ସ୍ତରରେ ନାହିଁ । ନିର୍ବାଚନ ପ୍ରଚାର କରିବାକୁ ହେଲେ ପାଦରେ ଚାଲି ଯିବାକୁ ହେବ: ମାତ୍ର କେନ୍ଦ୍ରମନ୍ତ୍ରୀ ତ ପବନରେ ଆସିବେ । କେନ୍ଦ୍ରମନ୍ତ୍ରୀ ଅର୍ଥ ବଳରେ ଲଢିବାକୁ ଚାହୁଁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା