Connect with us

ବାଣିଜ୍ୟ

ଧନତେରସରେ ଗହଣା ଦୋକାନରେ ପ୍ରବଳ ଭିଡ଼

ସାଙ୍କେତିକ ଚିତ୍ର

ଧନତେରସରେ ଗହଣା ଦୋକାନରେ ପ୍ରବଳ ଭିଡ଼
ଭୁବନେଶ୍ୱର,୫ା୧୧: ଆଜି ଶୁଭ ଧନତେରସ ଅବସରରେ ରାଜ୍ୟର ବିଭିନ୍ନ ଗହଣା ଦୋକାନ ମାନଙ୍କରେ ଲୋକମାନଙ୍କର ପ୍ରବଳ ଭିଡ଼ ହୋଇଛି । ଅଳଙ୍କାର କିଣିଲେ ମା ଲକ୍ଷ୍ମୀଙ୍କ ଆଶିଷ ମିଳିବ ବୋଲି ବିଶ୍ୱାସ ରହିଥିବାରୁ ଏହି ଭିଡ଼ ଦେଖାଦେଇଛି । ଅଳଙ୍କାର ଦୋକାନ ସାମ୍ନାରେ ସିକ୍ୟୁରିଟି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ମଧ୍ୟ ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ