Connect with us

ଖେଳ

ଦୂତୀ ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକ ଜିତିଲେ l

ଦୂତୀ ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକ ଜିତିଲେ l

ଜାକାର୍ତ୍ତା.- ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ଓଡିଆ ଝିଅ ଦୂତୀ ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକହାସଲ କରିଛନ୍ତି । ସେ ଏହି ଦୂରତାକୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରିଛନ୍ତି । ସେ ଆଥଲେଟ୍‌ରେ ଓଡିଶା ପାଇଁ ଗୌରବ ଅର୍ଜନ କରିଛନ୍ତି ଓ ଦେଶ ମଧ୍ୟ ଗର୍ବିତ l ଦୂତୀଙ୍କର ବିଜୟରେ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ଅଭିଵାଦନ ଜଣାଇଛନ୍ତି l ଏହି ମେଡାଲ ସହ ଭାରତର ମେଡାଲ ସଂଖ୍ୟା 36 ରେ ପହଂଚିଛି l
ଦୂତୀ ସେମିଫାଇନଲ୍‌ ୧୧.୪୩ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରି ଫାଇନାଲ୍‌ରେ ପହଞ୍ଚିଥିଲେ । ଶୁକ୍ରବାରରେ ସେ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ସେ ସେମିଫାଇନାଲ୍କୁ ଉନ୍ନିତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ