Connect with us

ଓଡିଶା

“ଦୁର୍ନୀତି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ହାସ୍ୟାସ୍ପଦ କହିବା ଦୁର୍ଭାଗ୍ୟଜନକ’:- କଂଗ୍ରେସ l

"ଦୁର୍ନୀତି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ହାସ୍ୟାସ୍ପଦ କହିବା ଦୁର୍ଭାଗ୍ୟଜନକ':- କଂଗ୍ରେସ l

“ଦୁର୍ନୀତି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ହାସ୍ୟାସ୍ପଦ କହିବା ଦୁର୍ଭାଗ୍ୟଜନକ’:- କଂଗ୍ରେସ
ଭୁବନେଶ୍ୱର,୧୪ା୯ : ଦଳରୁ ବହିଷ୍କୃତ ହୋଇଥିବା ଡା. ଦାମୋଦର ରାଉତ କରିଥିବା ଗୁରୁତର ଅଭିଯୋଗକୁ କୃଷି ମନ୍ତ୍ରୀ ପ୍ରଦୀପ ମହାରଥି ଗୃହରେ ଅଭିଯୋଗର ସତ୍ୟାସତ୍ୟକୁ ସ୍ୱୀକାର କରିଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏହା ହାସ୍ୟାସ୍ପଦ ଓ ଅବାନ୍ତର ବୋଲି ଯାହା କହିଛନ୍ତି ତାହା ରାଜ୍ୟ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ବହିଷ୍କାର ଦଳର ଆଭ୍ୟନ୍ତରୀଣ ବ୍ୟାପାର । ତା ଉପରେ ପ୍ରତିକ୍ରିୟା ବା ମନ୍ତବ୍ୟ ରଖିବା ସେ ଚାହାନ୍ତି ନାହିଁ ।

ଅନ୍ୟପକ୍ଷରେ ସମତା କ୍ରାନ୍ତି ଦଳର ସଂଯୋଜକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ ଡା. ଦାମୋଦର ରାଉତଙ୍କର ଅଭିଯୋଗ ଅତ୍ୟନ୍ତ ଗୁରୁତର, ଏହାର ତଦନ୍ତ ହେବା ନିହାତି ଆବ୍ୟକତା ରହିଛି । ଦାମଙ୍କର ଅଭିଯୋଗ ନେଇ ଦଳରେ ଆଲୋଚନା ହେବା ଦରକାର ବୋଲି ସେ କହିଥିଲେ ।  ୨୦୧୯ରେ ନିର୍ବାଚନ ପୂର୍ବରୁ ବିଜେଡ଼ିର ବିସ୍ଫୋରଣ ହେବ । ଏହି ଦଳ ରହିବ କି ନରହିବ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା