Connect with us

ଆଞ୍ଚଳିକ

ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

ସାଙ୍କେତିକ ଚିତ୍ର

ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ
କଟକ/ଭୁବନେଶ୍ୱର :- କଟକ ଏସସିବି ମେଡିକାଲରେ ବୁଧବାର ପୁଣି ଜଣେ ବ୍ୟକ୍ତିଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ବିରଂଚି ମାହାନା । ତାଙ୍କ ଘର କଟକ ଜିଲ୍ଲାର ନରସିଂହପୁର ନୁଆପାଟଣା ଗ୍ରାମରେ ବୋଲି ଜଣାପଡ଼ିଛି । ଡେଙ୍ଗୁ ରୋଗର ଶୀକାର ହେବା ପରେ ବିରଂଚିଙ୍କୁ ଗତ ସେପ୍ଟେମ୍ବର ୨୭ ତାରିଖରେ ଏସସିବିର ଡେଙ୍ଗୁ ୱାର୍ଡରେ ଭର୍ତି କରାଯାଇଥିଲା । ତେବେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବର୍ତମାନ ସୁଦ୍ଧା ଏସସିବିରେ ଏହି ରୋଗ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ