Connect with us

ଦେଶ

ଟେରି ର ପୂର୍ବତନ ମୁଖ୍ୟ ଆରକେ ପଚଉରି ଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆରୋପ ନିଶ୍ଚିତ

ସାଙ୍କେତିକ ଚିତ୍ର

ଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ଶନିବାରଦିନ ଟେରି ର ପୂର୍ବତନ ମୁଖ୍ୟ ଆରକେ ପଚଉରି (RK Pachauri)ଙ୍କୁ ପୂର୍ବ ସହଯୋଗୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆରୋପ ନିଶ୍ଚିତ କରିବାକୁ କହିଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟେ ଚାରୁ ଗୁପ୍ତ। ନିର୍ଦେଶ ଦେଇ କହିଛନ୍ତି ଯେ , ଅଭିଯୁକ୍ତ ଉପରେ ଆଇପିସି ଧାରା ୩୫૪ , ୩୫૪ (ଅ ) ଓ ୫o୯ ଅନୁସାରେ ମାମଲା ରୁଜୁ କରିବାକୁ । ଦିଲ୍ଲୀ ପୋଲିସ ଦ୍ୱାରା ୧ ମାର୍ଚ୍ଚ ୨0୧୬ ରେ ଦାଖଲ ହୋଇଥିବା ୧४00 ପୃଷ୍ଠାର ଚାର୍ଜସିଟ ରେ ଅଭିଯୁକ୍ତ ବିରୁଦ୍ଧରେ ପରଜ୍ୟାପ୍ତ ସଂଖ୍ୟା ପ୍ରମାଣ ମହଜୁଦ ଅଛି । ଜବତ ହୋଇଥିବା ଫୋନ ,କମ୍ପୁଟର , ହାର୍ଡ ଡିସ୍କ ଓ ଅନ୍ୟ ଉପକରଣ ଜାଲି ନୁହିଁ । କୋର୍ଟ ଆଗାମୀ ଶୁଣାଣି ४ ଜାନୁଆରୀ ୨0୧୯ କୁ ଧାର୍ଯ୍ୟ କରିଛନ୍ତି । ଅଭିଯୁକ୍ତଙ୍କ ଉପରେ ଜଣେ ବିଦେଶୀ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ