Connect with us

ଆଞ୍ଚଳିକ

ଖୋଲିଲା ହୀରାକୁଦର ୭ଟି ଗେଟ୍

ଖୋଲିଲା ହୀରାକୁଦର ୭ଟି ଗେଟ୍

ଖୋଲିଲା ହୀରାକୁଦର ୭ଟି ଗେଟ୍
ଭୁବନେଶ୍ୱର,୨୦ା୮ : ଆଜି ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୧୯.୦୮ ଫୁଟରେ ରହିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୨ ହଜାର ୦୬୨ ଘନଫୁଟ ପାଣି ପ୍ରବେଶ କରୁଥିଲା ବେଳେ ସେହି ସମୟରେ ୧ ଲକ୍ଷ ୨୩ ହଜାର ୪୬୨ ଘନଫୁଟ ପାଣି ନଷ୍କାସିତ ହେଉଛି । ୭ଟି ଗେଟ୍ ଏବେ ଖୋଲା ରହିଛି । ହୀରାକୁଦର ତଳ ମୁଣ୍ଡ ଖଇରାମାଳରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୭ ହଜାର ୫ ଶହ ଘନଫୁଟ ପାଣି ନିଷ୍କାସିତ ହେଉଥିଲା ବେଳେ ବରମୂଳରେ ୨ ଲକ୍ଷ ୩୪ ହଜାର ୩୭୫ ଘନଫୁଟ ଏବଂ ମୁଣ୍ଡୁଳିରେ ୨ ଲକ୍ଷ ୧ ହଜାର ୯୨୦ ଘନଫୁଟ ପାଣି ନିଷ୍କାସିତ ହେଉଛି । ଅନ୍ୟପକ୍ଷରେ ବାଲିମେଳା ଜଳଭଣ୍ଡାରରେ ଜଳପତନ ବୃଦ୍ଧି ପାଉଥିବାରୁ ଏହାର ବିଦ୍ୟୁତ ଉତ୍ପାଦନକୁ ବନ୍ଦ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ