Connect with us

ଅପରାଧ

କାଳିଆ ଯୋଜନା ଫର୍ମ ନମିଳିବାରୁ ବିଭିନ୍ନ ସ୍ଥାନରେ ଉତ୍ତେଜନା

ସାଙ୍କେତିକ

କାଳିଆ ଯୋଜନା ଫର୍ମ ନମିଳିବାରୁ ବିଭିନ୍ନ ସ୍ଥାନରେ ଉତ୍ତେଜନା
ଭୁବନେଶ୍ୱର,୭ା୧ : ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା କରାଯାଇଥିବା କାଳିଆ ଯୋଜନାର ଫର୍ମ ନମିଳିବାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଉତେଜନା ଦେଖାଯାଇଛି । କିଛି ସ୍ଥାନରେ ଆରଆଇ ଓ ନୋଡାଲ ଅଫିସରଙ୍କୁ ଅଟକ ରଖାଯାଇଥିବା ବେଳେ ହାତାହାତି ଓ ଛୁରାମାଡ ପର୍ଯ୍ୟନ୍ତ କଥା ଯାଇଛି । ଏହି ଫର୍ମ ନେବା ପାଇଁ ଘଂଟା ଘଂଟା ଧରି ଧାଡିରେ ଠିଆ ହୋଇଥିବାର ଦେଖାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ