Connect with us

ଓଡିଶା

କଳା ଦିବସ ପାଳିବେ ଆନ୍ଦୋଳନରତ ଶିକ୍ଷକ

କଳା ଦିବସ ପାଳିବେ ଆନ୍ଦୋଳନରତ ଶିକ୍ଷକ

କଳା ଦିବସ ପାଳିବେ ଆନ୍ଦୋଳନରତ ଶିକ୍ଷକ
ଭୁବନେଶ୍ୱର,୪ା୯: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ ବୁଧବାର ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରାଯିବ । ଗୁରୁ ଦିବସଠାରୁ ଶିକ୍ଷକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ସହ ବିଧାୟକଙ୍କ ବାସଭବନ ଘେରାଉ କରାଯିବ । ବୁଧବାର ୪୦ ହଜାରରୁ ଅଧିକ ଶିକ୍ଷକ ଲୋୟର ପିଏମଜିରେ ଶୋଭାଯାତ୍ରା କରିବେ । ସେହିପରି ଗୁରୁବାର ଠାରୁ ସମସ୍ତ ନୂତନ ଅନୁଦାନପ୍ରାପ୍ତ (ବ୍ଲକଗ୍ର୍ରାଣ୍ଟ), ଅନୁଦାନ ପ୍ରତ୍ୟାଶୀ ସ୍କୁଲ ଓ କଲେଜ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମିଳିତ ମଂଚର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା