Connect with us

ଓଡିଶା

କନେଷ୍ଟବଳ ଆଶାୟୀ ଙ୍କ ମୃତ୍ୟୁ ଯୋଗୁ ରାସ୍ତା ରୋକ ଆନ୍ଦୋଳନ l

କନେଷ୍ଟବଳ ଆଶାୟୀ ଙ୍କ ମୃତ୍ୟୁ ଯୋଗୁ ରାସ୍ତା ରୋକ ଆନ୍ଦୋଳନ l

କଟକ -କନେଷ୍ଟବଳ ଆଶାୟୀ ଙ୍କ ମୃତ୍ୟୁ ଯୋଗୁ ରାସ୍ତା ରୋକ ଆନ୍ଦୋଳନ l
ଓ ଏସ ଏ ପି ପଡିଆ ରେ ଆଜି କନେଷ୍ଟବଳ ଆଶାୟୀ ଙ୍କ ନିମନ୍ତେ ଶାରୀରିକ ଯୋଗ୍ୟତା ର ପରୀକ୍ଷା ନିଆ ଯାଉଥିବା ଅବସ୍ଥାରେ ସୁରେଶ ପ୍ରଧାନ ନାମକ ବ୍ୟକ୍ତି ଅସୁସ୍ଥ ହୋଇପଡିଥିଲେ l .
ତାଙ୍କୁ ସଂଗେ ସଂଗେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l .ତାଙ୍କ ପରିବାର ଲୋକେ ଏହାକୁ ଚିକିତ୍ସ ଅବହେଳା ଦର୍ଶାଇ ହୋହାଲ୍ଲା କରିଥିଲେ l ,କଟକ -ନରସିଂହପୁର ରାସ୍ତାକୁ ଅବରୋଧ କରିଥିଲେ l ,ଏବଂ 5 ଲକ୍ଷ ଟଂକା କ୍ଷତିପୂରଣ ମାଗିଥିଲେ l .ମୃତକଙ୍କ ଘର କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ବ୍ଲକ ର ନୁଖପଡ଼ା ଗ୍ରାମରେ l

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା