Connect with us

ଅପରାଧ

କଠୋର କାର୍ଯ୍ୟାନୁଷ୍ଠାନ ହେଉ : ଗଜପତି

ସାଙ୍କେତିକ ଚିତ୍ର

ପୁରୀରେ ହିଂସା ଦୁର୍ଭାଗ୍ୟଜନକ
କଠୋର କାର୍ଯ୍ୟାନୁଷ୍ଠାନ ହେଉ : ଗଜପତି
ଭୁବନେଶ୍ୱର,୮ା୧୦ : ପୁରୀ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ ପୁରୀ ହିଂସା ଏକ ଅଭାବନୀୟ ଘଟଣା । ଉକ୍ତ ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଉପଯୁକ୍ତ ତଦନ୍ତ କରାଯିବା ସହ ଉପଯୁକ୍ତ ଦଣ୍ଡ ବିଧାନର ବ୍ୟବସ୍ଥା ହେଉ । ଭବିଷ୍ୟତରେ ଯେପରି ଏହାର ପୁନରାବୃତି ନହେବ ସେଥିପାଇଁ ସମସ୍ତେ ଯତ୍ନବାନ୍ ହେବାକୁ ସେ ଆଶା ପ୍ରକାଶ କରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ