Connect with us

ଦେଶ

କଂଗ୍ରେସ ଜାରିକଲା ପୁଣି ତିନିଜଣ ପ୍ରାର୍ଥୀଙ୍କ ଲିଷ୍ଟ

ସାଙ୍କେତିକ

କଂଗ୍ରେସ ଜାରିକଲା ପୁଣି ତିନିଜଣ ପ୍ରାର୍ଥୀଙ୍କ ଲିଷ୍ଟ
ଲଖନଉରୁ ଆଚାରଯ୍ୟ ପ୍ରମୋଦ କୃଷ୍ଣମଙ୍କୁ ପ୍ରାର୍ଥିକଲା କଂଗ୍ରେସ
ନୂଆଦିଲ୍ଲୀ :- ଆଜି କଂଗ୍ରେସ ପୁଣି ଜାରିକରିଛି ତିନିଜଣ ପ୍ରାର୍ଥୀଙ୍କ ଲିଷ୍ଟ । ଏହାକୁ ମିଶାଇ କଂଗ୍ରେସ 407 ଜଣ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଲେଣି । ଉତ୍ତରପ୍ରଦେଶର ଲଖନଉରୁ ଆଚାରଯ୍ୟ ପ୍ରମୋଦ କୃଷ୍ଣମ ବିଜପିର ପ୍ରାର୍ଥୀ ରାଜନାଥ ସିଂ ବିରୁଦ୍ଧରେ ଲଢ଼ିବେ ।ଏଠାରୁ ପୁନମ ସିଂହା ଲଢ଼ିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ବିନୟକୁମାର ପାଣ୍ଡେଙ୍କୁ କେସରଗଞ୍ଜ ଓ ମଧ୍ୟପ୍ରଦେଶ ଇନ୍ଦ୍ୱରରୁ ପଙ୍କଜ ସଙ୍ଘବିଙ୍କୁ ପ୍ରାଥୀ ଘୋଷଣା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ