Connect with us

ଅପରାଧ

ଓସ୍କାର ଚିଟଫଣ୍ଡ ନିର୍ଦ୍ଦେଶକ ଗିରଫ

ସାଙ୍କେତିକ

ଓସ୍କାର ଚିଟଫଣ୍ଡ ନିର୍ଦ୍ଦେଶକ ଗିରଫ
ଭୁବନେଶ୍ୱର, ୧୯ ମାର୍ଚ୍ଚ- ଓସ୍କାର ଚିଟଫଣ୍ଡ ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରସାଦ ସ୍ୱାଇଁଙ୍କୁ ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ପକ୍ଷରୁ ଗିରଫ କରାଯାଇଛି । ତାଙ୍କ ବିରୁଦ୍ଧରେ ୧୩୦କୋଟି ଟଙ୍କାର ଚିଟଫଣ୍ଡ ଠକେଇ ଅଭିଯୋଗ ରହିଥିଲା । ପୂର୍ବରୁ ଏହାର ମୁଖ୍ୟ ପ୍ରଭାସ ରାଉତଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଗିରଫ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ