Connect with us

ଓଡିଶା

ଓଡିଶାର ୯ ବୁଥ୍ ପାଇଁ ସାନି ମତଦାନ ଆସନ୍ତା ୨୫ରେ

ସାଙ୍କେତିକ

ଓଡିଶାର ୯ ବୁଥ୍ ପାଇଁ ସାନି ମତଦାନ ଆସନ୍ତା ୨୫ରେ
ଭୁବନେଶ୍ୱର,୨୩ ଅପ୍ରେଲ – ଗତ ୨ ଟି ପର୍ଯ୍ୟାୟରେ ବିଭିନ୍ନ କାରଣରୁ ବିଭ୍ରାଟ ଦେଖାଦେଇଥିବା ୯ଟି ବୁଥ୍ ରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ । ସୁନ୍ଦରଗଡ଼ର ୨, କନ୍ଧମାଳର ୨, ବରଗଡ଼ର ୪ ଏବଂ ଆସିକାର ଗୋଟିଏ ବୁଥ୍ ରେ ବିଭିନ୍ନ କାରଣରୁ ମତଦାନ ବନ୍ଦ ରହିଥିଲା । ସାନି ମତଦାନ ହେବାକୁ ଥିବା ବୁଥ୍ ଗୁଡିକ ହେଲା- ବଣାଇ ବିଧାନସଭା ୧୨୯ ନଂ ଉପରପଡ଼ା କେନ୍ଦ୍ରିକେଲା ବୁଥ୍, ସୁନ୍ଦରଗଡ଼ ବିଧାନସଭା ୨୧୩ ନଂ ରଙ୍ଗଢିପା ବୁଥ୍, ଦଶପଲ୍ଲା ୨୧୦ ବାହାଡଝୋଲା, ୨୨୨ ବେତନଟୀ ବୁଥ୍, ଅତାବିରା ୨୩୫ ନଂ ଅରେଇଗୁଡ଼ି ବୁଥ୍ , ବରଗଡ଼ ୬୮ ନଂ ଶକ୍ତିନଗର ବୁଥ୍, ପଦମପୁର ୧୬ନଂ ଡାଭା, ବ୍ରଜରାଜନଗର ୨୫୪ ନଂ ·ରମାଳ ବୁଥ୍ ଓ ସୋରଡ଼ା ବିଧାନସଭା ୧୮୨ ନଂ ବୁଥ୍ ରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା