Connect with us

ଦେଶ

ଏସ୍‌ବିଆଇ ୧୨୯୫ ଶାଖାର ନାମ ସହ ଆଇଏଫ୍‌ଏସ୍‌ସି କୋର୍ଡକୁ ପରିବର୍ତ୍ତନ କରୁଛି l

ଏସ୍‌ବିଆଇ ୧୨୯୫ ଶାଖାର ନାମ ସହ ଆଇଏଫ୍‌ଏସ୍‌ସି କୋର୍ଡକୁ ପରିବର୍ତ୍ତନ କରୁଛି l

ଏସ୍‌ବିଆଇ ୧୨୯୫ ଶାଖାର ନାମ ସହ ଆଇଏଫ୍‌ଏସ୍‌ସି କୋର୍ଡକୁ ପରିବର୍ତ୍ତନ କରୁଛି l
ନୂଆଦିଲ୍ଲୀ୨୭।୮ : ଦେଶର ସର୍ବ ବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ (ଏସ୍‌ବିଆଇ) ନିଜର ସହଯୋଗୀ ବ୍ୟାଙ୍କ୍‌ଗୁଡ଼ିକର ମିଶ୍ରଣ ନିଜ ସହ କରାଇବା ପରେ ଏବେ ୧୨୯୫ ଟି ଶାଖାର ନାମ ଓ ଆଇଏଫ୍‌ଏସ୍‌ସି କୋର୍ଡକୁ ପରିବର୍ତ୍ତନ କରିଛି। ପ୍ରଥମେ ନିଜର ଛଅଟି ସହଯୋଗୀ ବ୍ୟାଙ୍କର ନିଜ ସହ ମିଶ୍ରଣ ଘଟାଇବା ପରେ ୨୦୧୭ ଅପ୍ରେଲ ୧ ତାରିଖରେ ଭାରତୀୟ ମହିଳା ବ୍ୟାଙ୍କ୍‌ର ମିଶ୍ରଣ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ଘଟିସାରିଛି ।

ଏହି ମିଶ୍ରଣ ଫଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଆକାର ବୃଦ୍ଧି ପାଇବା ସହ ଏହାର କାରବାରରେ ମଧ୍ୟ ବୃଦ୍ଧି ଘଟିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ