Connect with us

ଦେଶ

ଏମଆଇଏମର କର୍ପୋରେଟରଙ୍କୁ ଉତ୍ତମ ମାଧ୍ୟମ

ଏମଆଇଏମର କର୍ପୋରେଟରଙ୍କୁ ଉତ୍ତମ ମାଧ୍ୟମ

ଔରଙ୍ଗାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମହାରାଷ୍ଟ୍ରର ଔରଙ୍ଗାବାଦ ପୌରପରିଷଦରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକ ପ୍ରସ୍ତାବ ଅଗତ ହୋଇଥିଲା l ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସମର୍ଥନ କଲେ । କିନ୍ତୁ ଅସାଉଦ୍ଦିନ ଓେଓ୍ଵସୀଙ୍କ ଦଳ ଏମଆଇଏମର କର୍ପୋରେଟ ସୟଦ ମାଟିନ ଛିଡା ହୋଇ ଏହାକୁ ବିରୋଧ କଲେ । ଏହାକୁ ଦେଖି କିଛି ସମୟ ସମସ୍ତେ ସ୍ତବ୍ଧ ହୋଇଗଲେ କର୍ପୋରେଟର ମାନେ । ଏହା ପରେ ହଠାତ ସମସ୍ତେ ତାଙ୍କୁ ଘେରି ଉତ୍ତମ ମଧ୍ୟମ ଦେବାକୁ ଆରମ୍ଭ କଲେ । ପୁଲିସ ହସ୍ତକ୍ଷେପ କରି ତାଙ୍କୁ ବାହାରକୁ ନେଇଯାଇଥିଲେ ମଧ୍ୟ ରାସ୍ତାରେ ତାଙ୍କୁ ଗୋଡେଇ ଗୋଡେଇ ପିଟିବାକୁ ଲାଗିଲେ କିଛି ସ୍ଥାନୀୟ ଲୋକ । ବହୁ କଷ୍ଟରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ