Connect with us

ଦେଶ

ଉରଜିତ ପଟେଲ ଇସ୍ତଫା ଦେବେ ?

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ :- ଆରଏସଏସର ଆର୍ଥିକ ଶାଖା ପ୍ରମୁଖ ଏକ ବକ୍ତବ୍ୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣର ଉରଜିତ ପଟେଲଙ୍କୁ ସମାଲୋଚନା କରି କହିଛନ୍ତିଯେ ଯଦି ଉରଃଜିତ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରିପାରୁନାହାନ୍ତି ତେବେ ତୁରନ୍ତ ପଦ ଛାଡ଼ିଦେବା ଉଚିତ । ଆରଏସଏସର ଆର୍ଥିକ ଶାଖା (ସ୍ବଦେଶୀ ଜାଗରଣ ମଂଚ) ପ୍ରମୁଖ ଅଶ୍ୱନୀ ମହାରାଜ କେନ୍ଦ୍ରରେ ମୋଦି ସରକାର ର ବୈଚାରିକ ସଲାହକାର ଅଛନ୍ତି । ଏହା କହିବାଦ୍ୱାରା ସେ ଉପୁଜିଥିବା ସମସ୍ୟାରେ ହସ୍ତକ୍ଷେପ କରି ନିଅଁ ରେ ଘିଅ ଢ଼ାଳିବା ସଦୃଶ କାର୍ଯ୍ୟ କରିଛନ୍ତି । ଏହା ଦ୍ୱାରା ଉରଜିତ ପଟେଲଙ୍କ ଇସ୍ତଫା ଦେବା ପ୍ରାୟ ନିଶ୍ଚିତ ହୋଇସାରିଛି ବୋଲି ଚର୍ଚା ହଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ