Connect with us

ଆଞ୍ଚଳିକ

ଉତ୍ତର ଓଡ଼ିଶାରେ ମୃଦୁ ଭୂ-କମ୍ପର ଝଟକା l

ଉତ୍ତର ଓଡ଼ିଶାରେ ମୃଦୁ ଭୂ-କମ୍ପର ଝଟକା l

ଉତ୍ତର ଓଡ଼ିଶାରେ ମୃଦୁ ଭୂ-କମ୍ପ ଝଟକା l
ଭୁବନେଶ୍ୱର,୨୮ା୮ : ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ସଂଧ୍ୟା ୬ଟା ୩୬ ମିନିଟରେ ଆନନ୍ଦପୁର, ବାଲେଶ୍ୱର ଓ ବାରିପଦା ସହରର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପ ପରେ ଭୟରେ ଲୋକମାନେ ଘରୁ ବାହାରି ଆସିଥିଲେ । ତେବେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦ ଥିବା ବେଳେ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବା ଦେଖାଯାଇଛି । ମାତ୍ର କେଇ ସେକେଣ୍ଡ ଧରି ଅନୂଭୂତ ହୋଇଥିବା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ