Connect with us

ଅପରାଧ

ଇନ୍ଦିରା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ରିସର୍ଚର ନିର୍ଦେଶକ କୋଦଣ୍ଡଧର ସାହୁ ଗିରଫ

ସାଙ୍କେତିକ ଚିତ୍ର

ଇନ୍ଦିରା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ରିସର୍ଚର ନିର୍ଦେଶକ କୋଦଣ୍ଡଧର ସାହୁ ଗିରଫ
ଭୁୁବନେଶ୍ୱର :- ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଅଟକ ଥିବା ଇନ୍ଦିରା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ରିସର୍ଚର ନିର୍ଦେଶକ କୋଦଣ୍ଡଧର ସାହୁ ଙ୍କୁ ଆଜି ଗିରଫ କରା ଯାଇଛି । ଖଣ୍ଡଗିରି ପୋଲିସ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଛାତ୍ର ଛାତ୍ରୀ ମାନେ ଗତକାଲି ଥାନା ଭିତରେ ଧାରଣା ଦେଇଥିଲେ । ପ୍ରତିଷ୍ଠାନର ସମସ୍ତ କାଗଜ ପତ୍ରକୁ ଜବତ କରା ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ