Connect with us

ଦେଶ

ଆସନ୍ତା ୨୬ ତାରିଖରେ ବ୍ୟାଙ୍କ ସଂଘ ପକ୍ଷରୁ ଧର୍ମଘଟ

ସାଙ୍କେତିକ

ଆସନ୍ତା ୨୬ ତାରିଖରେ ବ୍ୟାଙ୍କ ସଂଘ ପକ୍ଷରୁ ଧର୍ମଘଟ
ଭୁବନେଶ୍ୱର :- ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ବିରୁଦ୍ଧରେ ଆସନ୍ତା ୨୬ ତାରିଖରେ ବ୍ୟାଙ୍କ ସଂଘ ପକ୍ଷରୁ ଧର୍ମଘଟ କରାଯିବ ବୋଲି ଘୋଷଣା କରାଯାଇଛି । ଯେ ପର୍ଯ୍ୟନ୍ତ ତାଙ୍କର ଦାବି ପୂରଣ ହୋଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ