Connect with us

ଅପରାଧ

ଆଜି ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣୀ

ସାଙ୍କେତିକ ଚିତ୍ର

ଆଜି ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣୀ
ଭୁବନେଶ୍ୱର,୧୨ା୧୦ : ଆସନ୍ତାକାଲି ମହାନଦୀ ଜଳ ବିବାଦ ଉପରେ ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି କରାଯିବ । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛତିଶଗଡ ପ୍ରକଳ୍ପ ନିର୍ମାଣ ବନ୍ଦ ରଖିବା ପାଇଁ ଦିଆଯାଇଥିବା ଅନ୍ତରୀଣ ଆବେଦନଉପରେ ମଧ୍ୟ ଟ୍ରିବ୍ୟୁନାଲରେ ଶୁଣାଣି କରାଯିବ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଲାଗି ନିର୍ଦ୍ଦେଶ ଦେଇଥିଲେ । ଟ୍ରିବ୍ୟୁନାଲରେ ଏହା ପ୍ରଥମ ଶୁଣାଣି ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ