Connect with us

ଓଡିଶା

ଆଜି ବିଜେଡିର ପ୍ରତିଷ୍ଠା ଦିବସ

ସାଙ୍କେତିକ

ଆଜି ବିଜେଡିର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର :- ବୁଧବାର ବିଜୁ ଜନତା ଦଳ ତାର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରିବ । ସ୍ୱର୍ଗତ ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଏକ ଆଂଚଳିକ ରାଜନୈତିକ ଦଳ ଭାବରେ ବିଜୁ ଜନତା ଦଳ ୨୬ ଡିସେମ୍ବର ୧୯୯୭ରେ ପ୍ରତିଷ୍ଠିତ ହୋଇଥିଲା । ସେଥିପାଇଁ ଜିଲ୍ଲା ପରିଷଦ ଜୋନରୁ ଆରମ୍ଭ କରି ରାଜଧାନୀ ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଯାଏ ଚଳଚଂଚଳ ହୋଇଉଠିଛି ବିଜେଡି କ୍ୟାମ୍ପ ।

ନିର୍ବାଚନକୁ ଅ।ଉ ମାତ୍ର ୪ ମାସ ବାକି ଥିବାରୁ ସବୁ ପଂଚାୟତର ନେତା ଓ କର୍ମୀଙ୍କୁ ଏଥିରେ ସାମିଲ କରିବାକୁ ନିଷ୍ପତି ନିଅ।ଯାଇଛି । ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନେତା ଓ କର୍ମୀଙ୍କୁ କି ମନ୍ତ୍ର ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା