Connect with us

ଅପରାଧ

ଆଜି ପୁରୀ ଗସ୍ତରେ ଆସିବେ ଆମିସ କ୍ୟୁରୀ

ସାଙ୍କେତିକ ଚିତ୍ର

ଆଜି ପୁରୀ ଗସ୍ତରେ ଆସିବେ ଆମିସ କ୍ୟୁରୀ
ଭୁବନେଶ୍ୱର :- ଆସନ୍ତା କାଲି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିସ କ୍ୟୁରୀ ପୁନର୍ବାର ପୁରୀ ଗସ୍ତରେ ଆସୁଛନ୍ତି । ଧାଡ଼ି ଦର୍ଶନକୁ ନେଇ ଘଟିଥିବା ହିଂସାକାଣ୍ଡ, ପୋଡ଼ାଜଳା ଘଟଣା ସଂକ୍ରାନ୍ତୀୟ ରିପୋର୍ଟ ସେ ମାଗିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତି କରାଯାଇଛି । କାଲି ତାଙ୍କୁ ଦିଆଯିବ । ଏହା ବ୍ୟତୀତ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ କେତେଦୂର କାର୍ଯ୍ୟକାରୀ କରାଯାଇଛି ତାର ମଧ୍ୟ ଅନୁଧ୍ୟାନ କରିବେ

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ