Connect with us

ଦେଶ

ଆଜି ଜିଏସଟି ବୈଠକ

ସାଙ୍କେତିକ ଚିତ୍ର

ଆଜି ଜିଏସଟି ବୈଠକ

ଭୁବନେଶ୍ୱର,୨୭ା୯: ଜିଏସଟି କାଉନସିଲର ୩୦ତମ ବୈଠକ ଆଜି ପୂର୍ବାହ୍ନ ୧୧ଟା ସମୟରେ ଅନୁଷ୍ଠିତ ହେବ । କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ । ଏନଆଇସି, ଭୁବନେଶ୍ୱରଠାର ଭିଡ଼ିଓ କନଫରେନସିଂରେ ଅର୍ଥ ମନ୍ତ୍ରୀ ତଥା ଜିଏସଟି କାଉନସିଲର ସଦସ୍ୟ ଶଶୀଭୂଷଣ ବେହେରା ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ତୁହିନକାନ୍ତ ପାଣ୍ଡେ, କମିଶନର ଅଫ୍ କମର୍ସିଆଲ ଟ୍ୟାକ୍ସ ଏବଂ ଜିଏସଟି ଶାଶ୍ୱତ ମିଶ୍ରଙ୍କ ସମେତ ଅର୍ଥ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ