Connect with us

ଓଡିଶା

ଆଜି କ୍ୟାବିନେଟ ବୈଠକ

ସାଙ୍କେତିକ

ଆଜି କ୍ୟାବିନେଟ ବୈଠକ
ଭୁବନେଶ୍ୱର,୨୫ ଫେବୃଆରୀ- ମଙ୍ଗଳବାର ଅପରାହ୍ନ ୫ଟା ୪୫ରେ ସଚିବାଳୟଠାରେ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହେବ । ଏଥିରେ ୫ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯିବ ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜଣାପଡ଼ିଛି । ଏଥିପୂର୍ବରୁ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଆସିଥିବା ୨୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା