Connect with us

ଅପରାଧ

ଆଜିଠାରୁ ୪୮ ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦ

ସାଙ୍କେତିକ ଚିତ୍ର

ଆଜିଠାରୁ ୪୮ ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦ
ଭୁବନେଶ୍ୱର,୨୮ା୧୧ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୁରୁବାର ଠାରୁ ୪୮ ଘଂଟିଅ । ମହାବନ୍ଦ ପାଳନ କରାଯିବ । ବନ୍ଦ ପଇଁ ସ୍କୁଲ-କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଯାନବାହାନ ଚଳାଚଳ ସଂପୂର୍ଣ୍ଣ ରୂପେ ବନ୍ଦ ରହିବ ।

ଅପରପକ୍ଷରେ ସ୍ୱାସ୍ଥ୍ୟଗତ ସମସ୍ୟା ଜନିତ ଯାନବାହାନ ପ୍ରବେଶ ପାଇଁ ଓକିଲ ସଂଘ ପକ୍ଷରୁ ସ୍ୱତନ୍ତ୍ର ପାସ ବ୍ୟବସ୍ଥା କରାଯାଇଛି । ସାଧାରଣ ଜନତା ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣି ରଖିବାକୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅପିଲ କରାଯାଇଛି । ସୂଚନା ଅନୁଯାୟୀ ଦୁଇ ଦିନିଅ। ବନ୍ଦ ପାଳନ ସମୟରେ ରାତିରେ ମଧ୍ୟ ଯାନବାହାନ ଚଳାଚଳ ବନ୍ଦ ରହିବ ।

ପଶ୍ଚିମ ଓଡିଶାର ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଅ ।ପଡା, ବଲାଙ୍ଗୀର ଓ ବରଗଡ଼ରେ ଯାତାୟତ ପ୍ରଭାବିତ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ