Connect with us

ଓଡିଶା

ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ଆନ୍ଦୋଳନ ପ୍ରତ୍ୟାହୃତ

ସାଙ୍କେତିକ

ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ଆନ୍ଦୋଳନ ପ୍ରତ୍ୟାହୃତ
ଭୁବନେଶ୍ୱର:- ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନର ଆହ୍ୱାନ କ୍ରମେ ୧୩ ଦଫା ଦାବୀରେ ଗତ ୨୬.୧୧.୨୦୧୮ ଠାରୁ ଲୋୟର ପିଏମ୍ଜିଠାରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ମୁଖ୍ୟମନ୍ତ୍ରୀ ଅନଙ୍ଗୱାଡ଼ି କର୍ମଚାରୀମାନଙ୍କର ଦାବୀ ପୂରଣ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିଥିବାରୁ ସଂଘ ତରଫରୁ ତାଙ୍କୁ ଅଶେଷ ଧନ୍ୟବାଦ ଦେବା ସହିତ ଦୀର୍ଘ ୪୯ ଦିନ ଧରି ଚାଲୁ ରହିଥିବା ଏହି ଗଣଧାରଣାକୁ ପ୍ରତ୍ୟାହାର କରାଗଲା ବୋଲି ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନର ରାଜ୍ୟ ସଭାନେତ୍ରୀ ସୌଦାମିନୀ ଦାସ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା