Connect with us

ଅପରାଧ

ହଳଦିପଡିଆରୁ ୪୫ ଗ୍ରାମ୍ ବ୍ରାଉନ ସୁଗାର ଜବତ

ସାଙ୍କେତିକ

ହଳଦିପଡିଆରୁ ୪୫ ଗ୍ରାମ୍ ବ୍ରାଉନ ସୁଗାର ଜବତ
ଭୁବନେଶ୍ୱର,୨୪ ଅପ୍ରେଲ – ଭୁବନେଶ୍ୱର ହଳଦିଆ ପଡ଼ିଆ ବସ୍ତି ଅଂଚଳରୁ ବୁଧବାର ୪୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏକ କାର ଯୋଗେ ବ୍ରାଉନସୁଗାର ଚାଲାଣ ବେଳେ ଅବକାରୀ ବିଭାଗ ଚଢାଉ କରି ୪୫ ବ୍ରାଉନସୁଗାର ଜବତ କରିଥିଲା । ଜବତ ହୋଇଥିବା ୪୫ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ଏହି ଚାଲାଣରେ କାହା ଲିଙ୍କ ରହିଛି ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ