Connect with us

ଆଞ୍ଚଳିକ

ମୋ ବସକୁ ଅଟୋ ଚାଳକ ମାନଙ୍କର ବିରୋଧ

ସାଙ୍କେତିକ

ମୋ ବସକୁ ଅଟୋ ଚାଳକ ମାନଙ୍କର ବିରୋଧ
ଭୁୁବନେଶ୍ୱର,୧୦ା୧ : ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ମୋ ବସକୁ ବିରୋଧ କରି ରାଜଧାନୀର ଅଟୋଚାଳକ ମାନେ ଗୁରୁବାର ଦିନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ କିଛି ସମୟ ପାଇଁ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା ଓ ବସ ଚଳାଚଳ ସ୍ୱାଭବିକ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ