Connect with us

ଦେଶ

ମଦ୍ୟପ ଯାତ୍ରୀ ବିମାନପରିଚାରିକାଙ୍କ ପିଠିରେ ହସ୍ତ ଚାଳନା କରିବାରୁ ଉତ୍ତେଜନା l

ସାଙ୍କେତିକ ଚିତ୍ର

ମୁମ୍ବାଇ :- (ବିଳମ୍ବ ସମ୍ବାଦ) ମଙ୍ଗଳବାର ଦିନ ମୁମ୍ବାଇରୁ ବେଙ୍ଗାଳୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ଏକ ମଦ୍ୟପ ଯାତ୍ରୀ ଯୋଗୁଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା l ଉକ୍ତ ମଦ୍ୟପ ଯାତ୍ରୀ ଜଣକ ବିମାନ ଉଡାଣ ପୂର୍ବରୁ ଏକ ବିମାନପରିଚାରିକା ପିଠିରେ ହସ୍ତ ଚାଳନା କରିଥିଲେ l ଏଥିରେ ପରିଚାରିକା ଜଣକ ଆପତ୍ତି ଜଣାଇବାରୁ ଯାତ୍ରୀ ଜଣକ ଗାଳିଗୁଲଜ କରିଥିଲେ l ପରେ ବିମାନ ପରିଚାରିକାଙ୍କ ଅଭିଯୋଗ କ୍ରମେ ସିଆଇଏସଏଫ କର୍ମୀମାନେ ଉକ୍ତ ମଦ୍ୟପାକୁ ବିମନାରୁ ଓଲ୍ଲାହିଁ ଦେଇଥିଲେ l ପରେ ବିମାନବନ୍ଦର ପୋଲିସ ବୁଧୁବାର ଦିନ କୋର୍ଟ ଚାଲାଣ କରିବାରୁ କୋର୍ଟ ଦିନକ ପାଇଁ ବିଚାରବିଭାଗୀୟ ହାଜତ କୁ ପଠାଇଦେଇଥିଲେ l

Click to comment

Leave a Reply

Your email address will not be published. Required fields are marked *

More in ଦେଶ