Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ମନୋରଞ୍ଜନ

ଭୁତ-ପ୍ରେତ ଫିଲ୍ମ ସ୍ତ୍ରୀ କୁ ମିଳିଛି ସଫଳତା l

ଭୁତ-ପ୍ରେତ ଫିଲ୍ମ ସ୍ତ୍ରୀ କୁ ମିଳିଛି ସଫଳତା l

ମୁମ୍ବାଇ : ଭୁତ-ପ୍ରେତକୁ ନେଇ ଓ କମେଡି ମିଶ୍ରିତ ଫିଲ୍ମ ସ୍ତ୍ରୀ କୁ ମିଳିଛି ସଫଳତା l ପ୍ରଥମ ଦିନରେ ଭଲ ପ୍ରତିକ୍ରିୟା ମିଳିପାରିଛି ଦର୍ଶକଙ୍କ ପାଖରୁ l ଏହି ସିନେମା ରାଜକୁମାର ରାଓ ଓ ଶ୍ରଦ୍ଧା କପୁର ଅଭିନୀତ l ସୂତ୍ର ଅନୁସାରେ ଏହି ଫିଲ୍ମକୁ 6.82 କୋଟି ମିଳିପାରିଛି ପ୍ରଥମ ଦିନରେ l ଏହି ସିନେମା ଦ୍ୱାଦଶ ସ୍ଥାନ ନେଇଛି 2018 ମସିହା ପାଇଁ l

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ