Connect with us

ଓଡିଶା

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ସାଙ୍କେତିକ

ଭୁବନେଶ୍ୱର, ୨୩/୩  ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା ହୋଇଛି।
ଭଟ୍ଲି- ଇରସିସ ଆଚାରଯ୍ୟ ,ଦେଓଗଡ଼ -ସୁଭାସସ ପାଣିଗ୍ରାହୀ ,ବିରାମହରାଜପୁର -ରଘୁନାଥ ଜଗଦଳ ,ସୋନପୁର -ଅଶୋକ ପୂଜାରୀ ,ବଲାଙ୍ଗୀର-ଅନନ୍ତ ଦାସ ,ନୂଆପଡା-ହୋମସିଂ ମଝି ,ଝରିଗରମ-ପର୍ଶୁରାମ ମାଝି .ଡାବୁଗାଁ-ପଦ୍ମାନ ମାଝୀ ,ଭବାନୀପାଟଣା-ପ୍ରଦୀପ ନାୟକ ,ଦଶପଲ୍ଲା -ପୂର୍ଣଚନ୍ଦ୍ର ନାୟକ ,କବିସୂର୍ଯ୍ୟନଗର-ରଞ୍ଜନ ପଳାଇ ,ଛତ୍ରପୁର-ପ୍ରଶାନ୍ତ କର ,ଆସ୍କା -ଦେବରାଜ ମହାନ୍ତି ,ସୋରଡ଼ା -ନୀଳମଣି ବିଶୋଇ ,ବ୍ରହ୍ମପୁର -କାଁହୁ ପତି ,ଦିଗପହଣ୍ଡି -ପିଙ୍କି ପ୍ରଧାନ ,ମୋହନ- ପ୍ରଶାନ୍ତ ମଲ୍ଲିକ ,ଗୁଣୁପୁର – ଶିଶିର ଗମାଙ୍ଗ ,ରାୟଗଡା -ବସନ୍ତ ଉଲ୍ଲାକା ,ଜୟପୁର -ଗୌତମ ସାମନ୍ତରାୟ ,କୋରାପୁଟ -ତ୍ରିପୁରା ଗାର୍ଡ ,ଚିତ୍ରକୋଣ୍ଡା- ପଡୁ ମଝି .

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା