Connect with us

ଅପରାଧ

ବିଟେକ୍ ଛାତ୍ରଙ୍କ ଠାରୁ ବ୍ରାଉନସୁଗାର ଜବତ

ସାଙ୍କେତିକ

ବିଟେକ୍ ଛାତ୍ରଙ୍କ ଠାରୁ ବ୍ରାଉନସୁଗାର ଜବତ
ଭୁବନେଶ୍ୱର- ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ କେନ୍ଦ୍ରାଂଚଳ ଅବକାରୀ ବିଭାଗ ଧରିଛି । ପଟିଆ ଛକ ନିକଟରୁ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୬୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରଯାଇଛି । ଯୁବକ ଜଣକ ବ୍ରାଉନସୁଗାର ହୋମ ଡେଲିଭରୀ ଦେଉଥିବା ଜଣାପଡିଛି । ତାଙ୍କ ଘର ଜଗତସିଂହପୁର ଅଂଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ