Connect with us

ଦେଶ

ବିଜେପି ଛିଡ଼ୁଛି ?

ସାଙ୍କେତିକ ଚିତ୍ର

ବିଜେପି ଛିଡ଼ୁଛି ?

ନୂଆଦିଲ୍ଲୀ :- ଦେଶରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଲୋକସଭା ଉପନିର୍ବାଚନରେ ବିଜେପିର ସଫଳତା ହାର ଦିନକୁ ଦିନ କମିବାରେ ଲାଗିଛି । ଫଳରେ ଦଳର ସଦସ୍ୟ ସଂଖ୍ୟା ଯାହା ୨୮୨ଥିଲା ତାହା ହ୍ରାସ ପାଇ ୨୭୨ରେ ପହଞ୍ଚିଛି । ମଙ୍ଗଳବାର କର୍ଣ୍ଣାଟକ ଉପନିର୍ବାଚନରେ ବିଜେପି ୩ଟି ଲୋକସଭା ଆସନରୁ ଗୋଟିଏ ହାତେଇଛି । ଏହା ସହିିତ ୨ଟି ଯାକ ବିଧାନସଭା ଆସନରେ ବିଜେପି ଖାତା ଖୋଲି ପାରିନାହିଁ । ଆସନ୍ତା ସାଧାରଣ ନିର୍ବାଚନରେ ଏହାଦ୍ୱାରା ଭାଜପାକୁ ଅସୁବିଧାର ସାମନା କରିବାକୁ ପଡ଼ିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ