Connect with us

ଅପରାଧ

ବନ୍ଦ ପାଇଁ ଉକ୍ରଳ ବିଶ୍ୱ ବିଦ୍ୟାଳୟ ସବୁ ପରୀକ୍ଷା ବାତିଲ

ସାଙ୍କେତିକ

ବନ୍ଦ ପାଇଁ ଉକ୍ରଳ ବିଶ୍ୱ ବିଦ୍ୟାଳୟ ସବୁ ପରୀକ୍ଷା ବାତିଲ
ଭୁବନେଶ୍ୱର, ୨୦ ଫେବୃଆରୀ- ପ୍ରାଇସ, ପ୍ରେଷ୍ଟିଜ, ପେନସନ ଏବଂ ଏମଏସପି ବୃଦ୍ଧିକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିବାରୁ ଆସନ୍ତା କାଲି ହେବାକୁ ଥିବା ଉକ୍ରଳ ବିଶ୍ୱ ବିଦ୍ୟାଳୟ ସମସ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ବାତିଲ ହୋଇଥିବା ପରୀକ୍ଷା କେବେ, କେଉଁଦିନ ହେବ ସେ ସମ୍ପର୍କରେ ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ