Connect with us

ଖେଳ

ପି ଭି ସାନ୍ଧୁଙ୍କର ସ୍ୱପ୍ନ ଧୂଳିସାତ ,ରୌପ୍ୟ ରେ ସନ୍ତୁଷ୍ଟ l

ପି ଭି ସାନ୍ଧୁଙ୍କର ସ୍ୱପ୍ନ ଧୂଳିସାତ ,ରୌପ୍ୟ ରେ ସନ୍ତୁଷ୍ଟ l

ଜାକର୍ତ୍ତା :- ଏସିଆନ ଗେମର ବ୍ୟାଡମିଣ୍ଟନ ଫାଇନାଲ ରେ ପି ଭି ସାନ୍ଧୁଙ୍କର ସ୍ୱପ୍ନ ଧୂଳିସାତ ହୋଇଯାଇଅଛି ଓ ରୌପ୍ୟ ରେ ସନ୍ତୁଷ୍ଟ ହେବାକୁ ପଡିଛି l ସେ ବିଶ୍ୱର ଏକ ନଂ ଖେଳାଳି ତାଇ ଯୁ ୟିଙ୍ଗ ଠାରୁ ଫାଇନାଲ ରେ ହାରିଯାଇଛନ୍ତି lତାଙ୍କୁ ରୌପ୍ୟ ପଦକ ମିଳିଛି l ସେ ତାଙ୍କଠୁ 13-21 ,16-21 ରେ ହାରିଯାଇଥିଲେ l

Click to comment

Leave a Reply

Your email address will not be published. Required fields are marked *

More in ଖେଳ