Connect with us

ଅପରାଧ

ନକ୍ସଲ ଭୟରେ ଫେରିଲେ ୧୫ ପରିବାର

ସାଙ୍କେତିକ ଚିତ୍ର

ନକ୍ସଲ ଭୟରେ ଫେରିଲେ ୧୫ ପରିବାର
ଭୁବନେଶ୍ୱର :- ନକ୍ସଲମାନଙ୍କ ଭୟରେ ମାଲକାନଗିରିର ମାଥିଲିସ୍ଥ ମହାପଦର ତୁଳସୀଘାଟିରୁ ଫେରିଲେ ୧୫ ପରିବାର । ଏଥିରେ ଯୁବକ ଯୁବତୀ, ନାବାଳକ, ନାବାଳିକା, ବୃଦ୍ଧ ବୃଦ୍ଧା ରହିଛନ୍ତି । ସେମାନେ ଆଉ ଫେରିବେ ନାହିଁ ବୋଲି ଶପଥ ନେଇଛନ୍ତି । କୁଡ଼ୁମୁଲୁଗୁମା ଚାଲିଯାଇଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ