Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ଅପରାଧ

ନକ୍ସଲ ଭୟରେ ଫେରିଲେ ୧୫ ପରିବାର

ସାଙ୍କେତିକ ଚିତ୍ର

ନକ୍ସଲ ଭୟରେ ଫେରିଲେ ୧୫ ପରିବାର
ଭୁବନେଶ୍ୱର :- ନକ୍ସଲମାନଙ୍କ ଭୟରେ ମାଲକାନଗିରିର ମାଥିଲିସ୍ଥ ମହାପଦର ତୁଳସୀଘାଟିରୁ ଫେରିଲେ ୧୫ ପରିବାର । ଏଥିରେ ଯୁବକ ଯୁବତୀ, ନାବାଳକ, ନାବାଳିକା, ବୃଦ୍ଧ ବୃଦ୍ଧା ରହିଛନ୍ତି । ସେମାନେ ଆଉ ଫେରିବେ ନାହିଁ ବୋଲି ଶପଥ ନେଇଛନ୍ତି । କୁଡ଼ୁମୁଲୁଗୁମା ଚାଲିଯାଇଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ