Connect with us

ଓଡିଶା

ଧାରଣାସ୍ଥଳରେ ଗଣେଶ ପୂଜା ପାଳିଲେ ଶିକ୍ଷକ l

ଧାରଣାସ୍ଥଳରେ ଗଣେଶ ପୂଜା ପାଳିଲେ ଶିକ୍ଷକ l

ଧାରଣାସ୍ଥଳରେ ଗଣେଶ ପୂଜା ପାଳିଲେ ଶିକ୍ଷକ
ଭୁବନେଶ୍ୱର : ଆଜି ରାଜଧାନୀରେ ଧାରଣାରତ ଶିକ୍ଷକମାନେ ଧାରଣାସ୍ଥଳରେ ଗଣେଶ ପୂଜା ପାଳିଛନ୍ତି । ଆସନ୍ତାକାଲି ରାସ୍ତା ଉପରେ ନୂଆଁଖାଇ ମଧ୍ୟ ପାଳନ କରାଯିବ । ଶିକ୍ଷକ ନେତା ପବିତ୍ର ମାହାଲା କହିଛନ୍ତି ଯେ, ସରକାରଙ୍କ ସହିତ ସେମାନଙ୍କର ସମସ୍ୟା ନେଇ ଆଲୋଚନା ହୋଇଥିଲା । ସେଥିରୁ କୌଣସି ନିର୍ଯ୍ୟାସ ବାହାରି ପାରିଲା ନାହିଁ । ଆନ୍ଦୋଳନକୁ ଚାଲୁ ରଖିବା ପାଇଁ ମିଳିତ ମଂଚ ପକ୍ଷରୁ ନିଆଯାଇଥିବା ନିଷ୍ପତିରେ ଆମେ ଅଟଳ ରହିଛୁ ।

ସୋମବାରଠାରୁ ପ୍ରତି ପଂଚାୟତରେ ସଭା, ପଦଯାତ୍ରା କରାଯିବ । ସାଧାରଣ ଲୋକ ଏବଂ ଛାତ୍ର ମାନଙ୍କୁ ମଧ୍ୟ ସାମିଲ କରାଯିବ । ତା ସତ୍ୱେ ଯଦି ସରକାର ନିଦାବିଷ୍ଣୁ ହୋଇ ବସନ୍ତି ତେବେ ତାର ପରିଣାମ ସରକାର ଭୋଗିବେ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା