Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ଓଡିଶା

ଜେଏମଏମରେ ଯୋଗ ଦେଲେ ଲକ୍ଷ୍ମଣ ଟୁଡ଼ୁ

ସାଙ୍କେତିକ ଚିତ୍ର

ଜେଏମଏମରେ ଯୋଗ ଦେଲେ ଲକ୍ଷ୍ମଣ ଟୁଡ଼ୁ
ଭୁବନେଶ୍ୱର :-  ବିଜେଡ଼ିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡ଼ୁ  ଜେଏମଏମରେ ଯୋଗ ଦେଇଛନ୍ତି । ରାଂଚିରେ ଥିବା ଜେଏମଏମର କେନ୍ଦ୍ରୀୟ କମିଟି ବୈଠକରେ ଯୋଗଦେଇ ଦଳରେ ମିଶିଥିଲେ । ଜେଏମଏମର ସଭାପତି ଶିବୁ ସୋରେନଙ୍କ ଉପସ୍ଥିତିରେ ଶ୍ରୀ ଟୁଡ଼ୁ ଯୋଗ ଦେଇଥିଲେ । ୨୦୦୯ରୁ ୧୪ ରେ ମୟୁରଭଂଜ ଲୋକସଭା ଆସନରେ ସେ ବିଜୟୀ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା