Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ଅପରାଧ

କଠୋର କାର୍ଯ୍ୟାନୁଷ୍ଠାନ ହେଉ : ଗଜପତି

ସାଙ୍କେତିକ ଚିତ୍ର

ପୁରୀରେ ହିଂସା ଦୁର୍ଭାଗ୍ୟଜନକ
କଠୋର କାର୍ଯ୍ୟାନୁଷ୍ଠାନ ହେଉ : ଗଜପତି
ଭୁବନେଶ୍ୱର,୮ା୧୦ : ପୁରୀ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ ପୁରୀ ହିଂସା ଏକ ଅଭାବନୀୟ ଘଟଣା । ଉକ୍ତ ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଉପଯୁକ୍ତ ତଦନ୍ତ କରାଯିବା ସହ ଉପଯୁକ୍ତ ଦଣ୍ଡ ବିଧାନର ବ୍ୟବସ୍ଥା ହେଉ । ଭବିଷ୍ୟତରେ ଯେପରି ଏହାର ପୁନରାବୃତି ନହେବ ସେଥିପାଇଁ ସମସ୍ତେ ଯତ୍ନବାନ୍ ହେବାକୁ ସେ ଆଶା ପ୍ରକାଶ କରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ