Connect with us

ଓଡିଶା

କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ ଜଣ

ସାଙ୍କେତିକ

କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ ଜଣ

ଭୁବନେଶ୍ୱର ,୨୩।୩: କଂଗ୍ରେସର ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ ଜଣଙ୍କ ନାଁ ଘୋଷଣା କରାଯାଇଛି । ଏଥିରେ ଦିଗପହଣ୍ଡିରୁ ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ ମିଳିଛି । ଉକ୍ତ ୫୪ ଜଣ ପ୍ରାଥୀ ହେଲେ … ୧. ବିଜେପୁର- ରିପୁନାଥ ସେଠୀ ୨.ଭଟଲି- ସରୋଜ ମହାପାତ୍ର ୩. ଝାରସୁଗୁଡା- ମହେନ୍ଦ୍ର ନାଏକ ୪. ତଳସରା-ପ୍ରଫୁଲ୍ଲ ମାଝି ୫. ସୁନ୍ଦରଗଡ଼- ଅମିତା ବିଶ୍ୱାଳ ୬. ରଘୁନାଥପାଲ୍ଲୀ- ପ୍ରଶାନ୍ତ ସେଠୀ ୭. ରାଉରକେଲା- ମୁକ୍ତିକାନ୍ତ ବିଶ୍ୱାଳ ୮. କୁଚିଣ୍ଡା- ଶୋଭାରାମ ପ୍ରଧାନ ୯. ରେଙ୍ଗାଲି- ବାଳକୃଷ୍ଣ ରୋହିଦାସ ୧୦. ସମ୍ବଲପୁର- ଅଶ୍ୱିନୀ କୁମାର ଗୁରୁ ୧୧. ରେଢାଖୋଲ- ଆସଫ ଅଲ୍ଲୀ ଖାନ ୧୨. ଦେଓଗଡ଼- ଉମାଶଙ୍କର ସାହୁ ୧୩. ଆନନ୍ଦପୁର-ଜୟଦେବ ଜେନା ୧୪. କେନ୍ଦୁଝର- ବିଦ୍ୟାଧର ଦେହୁରୀ ୧୫. ଚମ୍ପୁଆ- ଯଦୁମଣି ବାରିକ ୧୬.କରଞ୍ଜିଆ- ସୁଦାମ ଚରଣ ନାଏକ ୧୭. ଜଳେଶ୍ୱର- ସୁଦର୍ଶନ ଦାସ ୧୮. ନୀଳଗିରି- ମନୋଜ ମଞ୍ଜରୀ ଦେବୀ ୧୯. କୋରେଇ- ବନ୍ଦିତା ପରିଡା ୨୦. ଢେଙ୍କାନାଳ- ନବୀନ ନନ୍ଦ ୨୧. ପାଲଲହଡା- ସୁବ୍ରତ ଗଡ଼ନାୟକ ୨୨. ତାଳଚେର- ସୁରେଶ ଚନ୍ଦ୍ର ବେହେରା ୨୩. ଅନୁଗୋଳ- ବିପ୍ଳବ ଜେନା ୨୪. ଛେଣ୍ଡିପଦା- ସସ୍ମିତା ବେହେରା ୨୫. ଆଠମଲ୍ଲିକ- ବିଜୟାନନ୍ଦ ଚୋଲିଆ ୨୬. ସୋନପୁର- ଚିତ୍ତରଞ୍ଜନ ମିଶ୍ର ୨୭. ଲୋଇସିଂହା- ନବ କିଶୋର ନାଏକ ୨୮. ଟିଟିଲାଗଡ଼- ସୁରେନ୍ଦ୍ର ସିଂ ଭୋଇ ୨୯. କଣ୍ଟାବାଞ୍ଜି- ସନ୍ତୋଷ ସିଂ ସାଲୁଜା ୩୦. ଉମରକୋଟ- ଯଶୋଦା ରାଣୀ ଗଣ୍ଡ ୩୧. ଜୁନାଗଡ଼- ଅନୀଲ ସିଂହ ଦେଓ ୩୨. ଭବାନୀପାଟଣା- ସାଗର ଚରଣ ଦାସ ୩୩. ନର୍ଲା- ଚିତ୍ତରଞ୍ଜନ ମଣ୍ଡଳ ୩୪. ବାଙ୍କି- ଡ. ଦେବାଶିଷ ପଟ୍ଟନାୟକ ୩୫. ଆଠଗଡ଼- ଉମାବଲ୍ଲଭ ରଥ ୩୬. କଟକ-ବାରବାଟୀ- ମହମ୍ମଦ ମୋକିମ ୩୭. କଟକ ସଦର- ରତ୍ନାକର ବେହେରା ୩୮. କେନ୍ଦ୍ରାପଡ଼ା- ଗଣେଶ୍ୱର ବେହେରା ୩୯. ଆଳି- ଦେବେନ୍ଦ୍ର ଶର୍ମା ୪୦.ରାଜନଗର- ଅଂଶୁମାନ ମହାନ୍ତି ୪୧. ଜଗତସିଂହପୁର- ଚିରଞ୍ଜୀବ ବିଶ୍ୱାଳ ୪୨. କାକଟପୁର- ବିଶ୍ୱଭୂଷଣ ଦାଶ ୪୩. ବ୍ରହ୍ମଗିରି- ଉମାକାନ୍ତ ବରାଳ ୪୪. ସତ୍ୟବାଦୀ- ପ୍ରସାଦ ହରିଚନ୍ଦନ ୪୫. ଏକାମ୍ର ଭୁବନେଶ୍ୱର- ରଶ୍ମୀରେଖା ମହାପାତ୍ର ୪୬. ଜଟଣୀ- ସୁରେଶ କୁମାର ରାଉତରାୟ ୪୭. ରଣପୁର- ଶୁଭଶ୍ରୀ ପଣ୍ଡା ୪୮. ଖଲ୍ଲିକୋଟ- ଭୋକାଲି ସେଠୀ ୪୯. ସୋରଡ଼ା- ସଂଗ୍ରାମ ମହାନ୍ତି ୫୦. ଦିଗପହଣ୍ଡି- ପ୍ରଫୁଲ୍ଲ ପଣ୍ଡ ୫୧. ପାରଳାଖେମୁଣ୍ଡି- କେ. ସୂର୍ଯ୍ୟା ରାଓ ୫୨.ରାୟଗଡ଼ା- ଆପାଲସ୍ବାମୀ କାଡ୍ରାକା ୫୩. ଲକ୍ଷ୍ମୀପୁର- କୈଳାସ କୁଲେସିକା ୫୪. କୋଟପାଡ଼- ଚନ୍ଦ୍ରଶେଖର ମାଝୀ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା